ରଥଯାତ୍ରା

ରଥ ତ୍ରୟର ପ୍ରଭା

ଶ୍ରୀକ୍ଷେତ୍ରର ରଥଯାତ୍ରାରେ ତିନି ରଥର ମୁଖ୍ୟ ଆକର୍ଷଣ ହେଉଛି ପ୍ରଭା ଯେଉଁଠାରେ କି ମୁଖ୍ୟ ଦେବାଦେବୀ ବିରାଜିତ ହୋଇଥାଆନ୍ତି । ରଥ ତ୍ରୟର ପ୍ରଭା ପ୍ରତିବର୍ଷ ନିର୍ମାଣ କରାଯାଇଥାଏ । ରଥଯାତ୍ରାର ମାତ୍ର ଅଳ୍ପ କେଇ ଦିନ ପୂର୍ବରୁ ରୂପକାର ସେବକମାନେ ଏହାକୁ ରୂପ ଦେଇଥାନ୍ତି, ତା ପରେ ମହାରଣା ସେବକମାନଙ୍କ ଦ୍ୱାରା ଏହାର ନିର୍ମାଣ କରାଯାଇ ସାରିଲା ପରେ ଚିତ୍ରକାର ସେବକମାନେ ଏଥିରେ ଚିତ୍ର କରିଥାଆନ୍ତି । ରଥ ଯାତ୍ରାର ପୂର୍ବ ଦିନେ ଦୁଇ ଦିନ… read more »

ପୌରାଣିକ ମତରେ ରଥଯାତ୍ରାର ପ୍ରଚଳନ

ରଥଯାତ୍ରା କହିଲେ ଆମେ ସାଧାରଣତଃ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥଙ୍କର ରଥଯାତ୍ରାକୁ ବୁଝିଥାଉ, ମାତ୍ର ଏହା କେବେଠାରୁ ଆରମ୍ଭ ହେଲା ସେସମ୍ବନ୍ଧରେ ଐତିହାସିକମାନଙ୍କ ମଧ୍ୟରେ ମତଭେଦ ରହିଛି । କିଛି ଐତିହାସିକମାନେ କୁହନ୍ତି ଯେ ଏହି ରଥଯାତ୍ରାର ସମ୍ବନ୍ଧ ବୌଦ୍ଧ ଧର୍ମ ସହିତ ରହିଛି । ମାତ୍ର ସାଧାରଣ ଭାବେ ରଥଯାତ୍ରା ଯେ ହିନ୍ଦୁଧର୍ମର ଏକ ମୌଳିକ ପରିକଳ୍ପନା ଏବଂ ବିଭିନ୍ନ ଦେବାଦେବୀଙ୍କର ମଧ୍ୟ ରଥଯାତ୍ରାର ଆୟୋଜନର ବ୍ୟବସ୍ଥାମାନ ଯେ ହିନ୍ଦୁ ଧର୍ମରେ ରହିଛି, ତାହା ଅନେକଙ୍କୁ… read more »

ସ୍କନ୍ଦ ପୁରାଣୋକ୍ତ ଶ୍ରୀଜଗନ୍ନାଥଙ୍କର ଆଦର୍ଶ ରଥଯାତ୍ରା ପାଳନ ବିଧି

ସମଗ୍ର ସଂସାରରେ ବିଭିନ୍ନ ଦେବାଦେବୀଙ୍କର ଯେତେସବୁ ରଥଯାତ୍ରା ଉତ୍ସବ ପାଳିତ ହୋଇଥାଏ, ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ଉତ୍ସବ ତନ୍ମଧ୍ୟରୁ ସବୁଠାରୁ ପ୍ରସିଦ୍ଧ ଓ ସର୍ବଜନାଦୃତ । ସମଗ୍ର ବିଶ୍ୱର ଜନସାଧାରଣ ଏହି ରଥଯାତ୍ରା ଉତ୍ସବରେ ଭକ୍ତିଭାଵ ସହକାରେ ସାମିଲ ହୋଇ ଶ୍ରୀଜୀଉମାନଙ୍କର କୃପା ଲାଭ କରିବା ନିମିତ୍ତ ଆଗ୍ରହ ସହକାରେ ଅପେକ୍ଷା କରି ରହିଥାନ୍ତି । କାରଣ ବିଶ୍ବାସ ରହିଛି ଯେ – “ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୂଦନମ୍ । ରଥେ ତୁ… read more »

Sidebar