ଶ୍ରୀଜଗନ୍ନାଥଙ୍କର ଦୁର୍ଲ୍ଲଭ ନାଗାର୍ଜୁନ ବେଶ
November 26, 2020
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନୀତିକାନ୍ତି, ଯାନିଯାତ୍ରା, ଭୋଗରାଗ ଆଦିରେ ଯେପରି ବିବିଧତା ଓ ସ୍ୱାତନ୍ତ୍ର୍ୟ ରହିଛି, ତାଙ୍କର ବିବିଧ ବେଶ ଆଦିରେ ମଧ୍ୟ ସେହିପରି ବିବିଧତା ଓ ସ୍ୱାତନ୍ତ୍ର୍ୟ ରହିଛି । ଏହା ରହିବା ମଧ୍ୟ ସ୍ୱାଭାବିକ, କାରଣ ବର୍ଣ୍ଣନା ରହିଛି ଯେ – “ଅଳଙ୍କାର ପ୍ରିୟୋ ହରି” । ମହାପ୍ରଭୁଙ୍କ ବେଶର ଅନ୍ୟ ନାମ ଶୃଙ୍ଗାର । ଏହି ବେଶ ବା ଶୃଙ୍ଗାର ବର୍ଷର ବିଭିନ୍ନ ସମୟରେ ବସ୍ତ୍ର, ଆଭୂଷଣ ଏବଂ ପୁଷ୍ପ ଦ୍ୱାରା ସମ୍ପାଦିତ ହୋଇଥାଏ,… read more »
