ଦାର୍ଶନିକ ପୃଷ୍ଠଭୂମି

ଅଦ୍ଵୈତ ଭକ୍ତି ଓ ଶ୍ରୀଜଗନ୍ନାଥ

ଜଗଚ୍ଚେଦଂ ଜଗନ୍ନାଥୋ ନାନ୍ୟଚ୍ଚାପି ଚ କାରଣମ୍ । ଅହଂ ଚ ନ ତତୋ ଭିନ୍ନୋ ମତ୍ତୋଽସୌ ନ ପୃଥକ୍ ସ୍ଥିତଃ । ହାନଂ ବହିରୁପାଧୀନାଂ ପ୍ରେମୋତ୍କର୍ଷେଣ ଭାବନମ୍ । ଦୁର୍ଲ୍ଲଭା ଭକ୍ତିରେଷା ହି ମୁକ୍ତୟେଽଦ୍ଵୈତସଂଜ୍ଞିତା ।। [ସ୍କନ୍ଦ ପୁରାଣ, ବୈଷ୍ଣବ ଖଣ୍ଡ-ଉତ୍କଳ ଖଣ୍ଡ, ୧୦|୮୬-୮୮] ଅର୍ଥାତ – ଏ ଜଗତ ଏବଂ ଜଗନ୍ନାଥ ଅଭିନ୍ନ, ଉଭୟଙ୍କୁ ଭିନ୍ନ ସିଦ୍ଧ କରିବାର ଅନ୍ୟ କୌଣସି କାରଣ ନାହିଁ । ମୁଁ ମଧ୍ୟ ଜଗନ୍ନାଥଙ୍କ ଠାରୁ ଭିନ୍ନ ନୁହେଁ, ଆଉ… read more »

Sidebar