ଅନ୍ୟାନ୍ୟ ମନ୍ଦିର

ଶ୍ରୀକ୍ଷେତ୍ରରେ ସମୁଦ୍ର କାହିଁକି କୂଳ ଲଙ୍ଘନ କରେ ନାହିଁ

ମହୋଦଧି ବା ସମୁଦ୍ର ଉପକୂଳରେ ଅବସ୍ଥିତ ଥିବାରୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଶ୍ରୀକ୍ଷେତ୍ର ଅନେକ ସମୟରେ ଭୟଙ୍କର ବାତ୍ୟା ବା ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହୋଇଥାଏ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏହିକିଯେ ଏଠାରେ ସମୁଦ୍ର କେବେହେଲେ କୂଳ ଲଙ୍ଘନ କରି ସହର ମଧ୍ୟକୁ ପ୍ରବେଶ କରେନାହିଁ । ନିକଟରେ ଅତି ଭୟଙ୍କର ସାମୁଦ୍ରିକ ଝଡ଼ ‘ଫଣୀ’ର ପ୍ରଭାବରେ ଶ୍ରୀକ୍ଷେତ୍ର ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଥିଲେ ମଧ୍ୟ ସମୁଦ୍ରର ଜଳ କୂଳ ଲଙ୍ଘନ କରି ସହର ମଧ୍ୟକୁ ପ୍ରବେଶ କରିପାରି… read more »

Sidebar