ଅଦ୍ଵୈତ ଭକ୍ତି ଓ ଶ୍ରୀଜଗନ୍ନାଥ

ଜଗଚ୍ଚେଦଂ ଜଗନ୍ନାଥୋ ନାନ୍ୟଚ୍ଚାପି ଚ କାରଣମ୍ ।
ଅହଂ ଚ ନ ତତୋ ଭିନ୍ନୋ ମତ୍ତୋଽସୌ ନ ପୃଥକ୍ ସ୍ଥିତଃ ।
ହାନଂ ବହିରୁପାଧୀନାଂ ପ୍ରେମୋତ୍କର୍ଷେଣ ଭାବନମ୍ ।
ଦୁର୍ଲ୍ଲଭା ଭକ୍ତିରେଷା ହି ମୁକ୍ତୟେଽଦ୍ଵୈତସଂଜ୍ଞିତା ।।

[ସ୍କନ୍ଦ ପୁରାଣ, ବୈଷ୍ଣବ ଖଣ୍ଡ-ଉତ୍କଳ ଖଣ୍ଡ, ୧୦|୮୬-୮୮]

ଅର୍ଥାତ – ଏ ଜଗତ ଏବଂ ଜଗନ୍ନାଥ ଅଭିନ୍ନ, ଉଭୟଙ୍କୁ ଭିନ୍ନ ସିଦ୍ଧ କରିବାର ଅନ୍ୟ କୌଣସି କାରଣ ନାହିଁ । ମୁଁ ମଧ୍ୟ ଜଗନ୍ନାଥଙ୍କ ଠାରୁ ଭିନ୍ନ ନୁହେଁ, ଆଉ ସେ ମଧ୍ୟ ମୋ ଠାରୁ ପୃଥକ୍ ନୁହଁନ୍ତି – ଏପରି ଜାଣି ଭେଦ ଉତ୍ପନ୍ନ କରୁଥିବା ବାହ୍ୟ ଉପାଧିର ତ୍ୟାଗ କରିବା ଓ ଅଧିକ ପ୍ରେମର ସହିତ ଜଗନ୍ନାଥଙ୍କର ନିରନ୍ତର ଚିନ୍ତନ କରିବା ହିଁ ଅଦ୍ଵୈତ ଭକ୍ତି ଯାହା ମୁକ୍ତିର ସାକ୍ଷାତ ସାଧନ । ମାତ୍ର ଏହା ଅତ୍ୟନ୍ତ ଦୁର୍ଲ୍ଲଭ ।

Sidebar